ମନୋରଞ୍ଜନ

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

(ମୁମ୍ବାଇ) : ରିଲିଜ ହେଲା ସଲମାନ ଖାନଙ୍କ ଫିଲ୍ମ ଟାଇଗର-3ର ରୋମାଞ୍ଚକ ଟିଜର । ଯାହାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଫ୍ୟାନ୍ସ । ଦିୱାଲୀ ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-୩  ଭେଟିଦେବା ପାଇଁ ଯାଉଛନ୍ତି । ଅର୍ଥାତ୍ ଦିପାବଳୀ ଅବସରରେ ରିଲିଜ୍ ହେବା ପାଇଁ ଯାଉଛି ଟାଇଗର-୩  । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ ।

ସୂଚନାନୁଯାୟୀ , ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର ।  ସଲମାନ ଆହୁରି କହିଛନ୍ତି, ମୋ ପୁଅକୁ ଭାରତ କହିବ ଯେ ମୁଁ ଦେଶଦ୍ରୋହୀ ନା ଦେଶପ୍ରେମୀ … ଯଦି ଜୀବିତ ରହିବି ତେବେ ପୁନର୍ବାର ଆପଣଙ୍କ ସେବାରେ ଉପସ୍ଥିତ ରହିବି, ନଚେତ୍ ଜୟହିନ୍ଦ୍ … ୧ ମିନିଟ୍ ୪୩ ସେକେଣ୍ଡ୍ ଟିଜର ଦର୍ଶକଙ୍କ ମନ ମୋହୁଛି  ।

Related posts

ଦ୍ଵିତୀୟ ବିବାହ କରିବେ ଅଖିଳ ମିଶ୍ରାଙ୍କ ସ୍ତ୍ରୀ

mahabharatanews

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

୧୧ ଅଗଷ୍ଟରେ ରିଲିଜ ହେବ ଖିଲାଡୀ ବୟଙ୍କ ଫିଲ୍ମ  ‘OMG 2’

mahabharatanews