ଭାରତମନୋରଞ୍ଜନ

‘ରାମ’ ଫିଲ୍ମ ପଶ୍ଚିମ ଓଡିଶାରେ ରିଲିଜ ନକରିଦେବା ଅଭିଯୋଗରେ ମୋନଜ ମିଶ୍ରକୁ ୨ ବର୍ଷ ବ୍ୟାନ 

ଗୋଟିଏ ପଟେ ଦଶରା  ବଜାରରେ ବିଭିନ୍ନ ହଲରେ ପିଲ୍ମ ରିଲିଜ ହୋଇଛି । ଅନ୍ୟପଟେ ଅନ୍ୟତମ ଫିଲ୍ମ ରାମକୁ  ମସମ୍ବଲପୁରରେ ରିଲିଜ କରାଇଦେବା ଅଭିଯୋଗ ହୋଇଛି । ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ର ଷଡଯନ୍ତ୍ର  ବାରିଛି ପ୍ରଯୋଜକ ସଂଘ । ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ର ମଧ୍ୟରେ ବିବାଦ ରହିଛି । ଯେଉଁଥି ପାଇଁ ରାମ ପିଲ୍ମ ସମ୍ବଲପୁରରେ ରିଲିଜ ହୋଇପାରିନଥିବା ଅଭିଯୋଗ ହୋଇଛି । ୨୦ତାରିଖରେ ରାମ୍ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଥିଲା । ହେଲେ ସମ୍ବଲପୁରରେ ରିଲିଜ ନହୋଇପାରିବା ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଏହାପରେ ଆଜି ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତି ହୋଇଛି ।

Related posts

ସୁପ୍ରିମକୋର୍ଟରୁ ନୁପୂର ଶର୍ମାଙ୍କୁ ଆଶ୍ୱସ୍ତି

mahabharatanews

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରୁ ବାଦ ପଡିଲେ ୭ଜଣ ପୁଲିସ କର୍ମଚାରୀ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୮୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews