ଓଡିଶାମନୋରଞ୍ଜନ

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

(ଭୁବନେଶ୍ୱର) : ଓଡ଼ିଆ ଫିଲ୍ମରୁ ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର  । ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରିଛନ୍ତି । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇତିବା ବେଳେ । ସମ୍ବଲପୁରରେ ଶୋ ବନ୍ଦ କରିଦେଲେ ମନୋଜଙ୍କ ସମର୍ଥକ। ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର। ପରେ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ ଅରିନ୍ଦମ୍ । ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ ।

ସୂଚନାନୁଯାୟୀ , ଜିତୁ-ମନୋଜ ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଅରିନ୍ଦମଙ୍କ ଫିଲ୍ମ ରାମରେ ଅଭିନୟ କରିଛନ୍ତି ଜିତୁ ମଙ୍ଗରାଜ। ଜିତୁଙ୍କ ସହିତ ମନୋଜଙ୍କ ବିବାଦ ରହିଛି । ଆଉ ସେଥିପାଇଁ ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବୋଲି କୁହାଯାଉଛି ।

Related posts

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

mahabharatanews

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

mahabharatanews

ହଲରେ ଟାଇଗର -୩ କ୍ରେଜ

mahabharatanews