ଓଡିଶା

ରାଜ୍ୟରେ ଆରମ୍ଭ ଶୀତ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ

(ଭୁବନେଶ୍ୱର) : ରାଜ୍ୟରେ ଅନୁଭୂତ ହେଉଛି ହାଲୁକା ଶୀତ । କିଛି ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ ଖସୁଛି । ପାରଦ କ୍ରମଶଃ ତଳମୁହାଁ ହେଉଛି । ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ । ୧୩ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ଡା । ସେହିପରି କୋରାପୁଟରେ ୧୩.୮, କିରେଇ ୧୪, ଦାରିଙ୍ଗବାଡ଼ି ୧୪.୫ ଡିଗ୍ରୀ ରହିଛି ।

ସୂଚନାନୁଯାୟୀ , କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ିରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡିଗ୍ରୀ ,ନବରଙ୍ଗପୁରରେ ୧୭ ଡିଗ୍ରୀ , ଅନୁଗୁଳରେ ୧୭ ଡିଗ୍ରୀ, ଭବାନୀ ପାଟଣରେ ୧୭ ଡିଗ୍ରୀ, ହୀରାକୁଦ ୧୭.୨ ଡିଗ୍ରୀ, ଝାରସୁଗୁଡ଼ା ୧୭.୩ ଡିଗ୍ରୀ, ସୋନପୁର ୧୭.୭ ଡିଗ୍ରୀ ରହିଛି ତାପମାତ୍ରା ।

Related posts

ମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଗାଡି ଚଳାଚଳ ସ୍ୱାଭାବିକ

mahabharatanews

ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ

mahabharatanews