ଓଡିଶା

ସମୂହ ଦୀପ ଏବଂ ବୃକ୍ଷରୋପଣ କରି କାଳନ୍ଦୀ ସାମଲଙ୍କ ଜନ୍ମଦିନ ପାଳନ କଲେ ବ୍ରାହ୍ମଣୀ ମଣ୍ଡଳ ବିଜେପି

ଆଜି ସମଗ୍ର ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ବିଶିଷ୍ଟ ଉପନ୍ୟାସିକ, ଦକ୍ଷ ସଂଗଠକ ଓ ପ୍ରଖର ରାଷ୍ଟ୍ରବାଦୀ ଓଡିଶା ପ୍ରଦେଶ ବିଜେପି ସମ୍ପାଦକ ତଥା ତାଳଚେର ବିଧାନସଭା ନେତା ଶ୍ରୀ କାଳନ୍ଦୀ ସାମଲଙ୍କ ଜନ୍ମଦିନ ପାଳନ କରାଯାଉଅଛି ।ଠିକ ସେହି ପରି ଆଜି  ବ୍ରାହ୍ମଣୀ ମଣ୍ଡଳ ବିଜେପି  ପକ୍ଷରୁ ମହା ଆଡମ୍ବରରେ ରେ ପାଳନ ହୋଇଛି ଶ୍ରୀ କାଳନ୍ଦୀ ସାମଲ ଙ୍କ ଜନ୍ମ ଦିନ । ସକାଳୁ ତାଳଚେର କଙ୍କିଳି ସ୍ଥିତ ପ୍ରଭୁ ମହାଦେବ ଙ୍କ ମନ୍ଦିର ରେ  ସମୂହ ଦୀପ ପ୍ରଜ୍ଵଳନ କରି  ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ  ମନ୍ଦିର ପ୍ରାଗଣ ରେ  ବୃକ୍ଷ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ  ସଭାପତି ,ଉପ ସଭାପତି ,ସମ୍ପାଦକ ଓ ବିଭିନ୍ନ ପଦାଧିକାରୀ ମାନଙ୍କ ସହିତ ସୁଶାନ୍ତ କୁମାର ପ୍ରଧାନ ,ପ୍ରଶାନ୍ତ ନନ୍ଦ ,ନରେଶ ଦାସ ,କୃଷ୍ଣ ଚନ୍ଦ୍ର ଦାସ , ନରେଶ ବେହେରା ,ବାନାମ୍ବର , ହେମନ୍ତ ଘଡେଇ ,ଶିବ ପ୍ରସାଦ ବେହେରା ସମେତ  ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Related posts

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews

୨୪ ଘଣ୍ଟା ମଧ୍ୟରେ ୨୬୨ କରୋନା ପଜିଟିଭ ଚିହ୍ନଟ

mahabharatanews

ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ

mahabharatanews