Uncategorized

୨ରେ ରିଲିଜ ହେବ ଡଙ୍କି ଟିଜର୍ 

(ମୁମ୍ବାଇ)  : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଶାହାରୁଖ ଖାନ । ଫିଲ୍ମର ଟିଜର ଶାହାରୁଖ ଖାନଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ। ଅର୍ଥାତ୍ ୨ ନଭେମ୍ବରରେ ଡଙ୍କିର ଦମଦାର ଟିଜର୍ ରିଲିଜ୍ ହେବ । କେବଳ ଏତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ କିଙ୍ଗ ଖାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଏକ ବିଶେଷ ଉପହାର ଦେଇଛନ୍ତି।

ସୂଚନାନୁଯାୟୀ , ଶାହାରୁଖ ଖାନ ନିଜେ ‘ଡଙ୍କି’ ଟିଜର ଲଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେନ୍ସର ବୋର୍ଡ ଫିଲ୍ମର ଟିଜରକୁ U ସାର୍ଟିଫିକେଟ୍ ଦେଇସାରିଛି । ଖାସ କଥା ହେଲା ଯେ, ଏକା ସହିତ ଫିଲ୍ମର ଦୁଇଟି ଟିଜର ରିଲିଜ୍ ହେବା ନେଇ ସୂଚନା ରହିଛି । ସୁବର୍ଣ୍ଣପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ତାଙ୍କ ଚଳଚ୍ଚିତ୍ର ‘ଜୱାନ’ ଏବଂ ‘ପଠାନ’ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛନ୍ତି। କିଙ୍ଗ ଖାନଙ୍କ ଆକ୍ସନ୍ ଅବତାର ଫିଲ୍ମ ‘ଡଙ୍କି’ରେ ଦେଖିବାକୁ ମିଳିବ ନାହିଁ ।

Related posts

ଏଣିକି କରୋନା ସଂକ୍ରମଣରେ ଫୁସଫୁସ ରହିବ ସୁସ୍ଥ

mahabharatanews

ପିଲା ଚୋର ସନ୍ଦେହରେ ମ।ଡ, ୩ ଅଟକ

mahabharatanews

ସେନା ଗୁଳିରେ କୁଖ୍ୟାତ ଆତଙ୍କୀ ଆଦିଲ ନିହତ

mahabharatanews