ମନୋରଞ୍ଜନ

OTT ପ୍ଲାଟଫର୍ମରେ ‘ଜୱାନ୍’,  ‘ଡିଙ୍କି’ ଟିଜର ରିଲିଜ୍

(ମୁମ୍ବାଇ) : ୨୦୨୩ ବର୍ଷର ଅଭିନେତାଙ୍କର ସବୁଠାରୁ ବଡ ଚଳଚ୍ଚିତ୍ର ‘ଜୱାନ୍’ ଆଜି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବାବେଳେ ବଲିଉଡର ବାଦଶାହା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡିଙ୍କି’ର ଟିଜର ରିଲିଜ୍ କରି ଫ୍ୟାନ୍ସଙ୍କ ଖୁସିକୁ କରିଛନ୍ତି ଡବଲ୍ । କିଙ୍ଗ ଖାନଙ୍କ ୨୦୨୩ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡିଙ୍କି’ର ପ୍ରଥମ ଲୁକ୍ ଆଜି ପ୍ରକାଶ ପାଇଛି ।

ସୂଚନାନୁଯାୟୀ ,  ‘ଡିଙ୍କି’ର ୧ ମିନିଟ୍ ୪୮ ସେକେଣ୍ଡର ଦମଦାର ଟିଜର ଆଜି ରିଲିଜ୍ ହୋଇଯାଇଛି । ‘ଡଙ୍କି’ର ଟିଜର ଏକ ଗୀତ’ ନିକଲେ ଥେ ହମ୍ ଘର ସେ ‘ରୁ ଆରମ୍ଭ ହେଉଛି । ଯେଉଁଥିରେ ଶାହାରୁଖ ଖାନ ବ୍ଲାକ୍ କଲରର ଏକ ପଠାନି ଆଉଟଫିଟ ସହ ଏକ ବ୍ୟାଗ୍ ଧରି କିଛି ଲୋକଙ୍କ ସହ ମରୁଭୂମିରେ ଚାଲୁଥିବାର ନଜର ଆସୁଛନ୍ତି । ଏହା ପରେ ଜଣେ ବ୍ୟକ୍ତି ସମସ୍ତ ଲୋକଙ୍କୁ ବନ୍ଧୁକ ଦେଖାଉଥିବା ଦେଖିବାକୁ ମିଳୁଛି ଏବଂ ତା’ପରେ ସେ ଗୁଳି ଚଳାଇବା ଆରମ୍ଭ କରିଦେଇଛନ୍ତି । ଟିଜରରେ ଶାହାରୁଖ ଖାନ ତାଙ୍କ ମଜାଳିଆ ଅନ୍ଦାଜରେ ଦର୍ଶକଙ୍କ ମନ ଜିଣୁଥିବାର ଦେଖିବାକୁ ମିଳୁଛି ।

Related posts

ଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ଶାହନାଜ ଟ୍ରେଜେରି

mahabharatanews

‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସ

mahabharatanews

ସେପ୍ଟମ୍ବର ୨୮ରେ ରିଲିଜ୍‌ ହେବ ପ୍ରଭାସଙ୍କ ଫିଲ୍ମ ସାଲାର୍‌’

mahabharatanews