ମନୋରଞ୍ଜନ

 ଅଭିନେତ୍ରୀ ଡଲିଙ୍କୁ କର୍କଟ

(ମୁମ୍ବାଇ) : କର୍କଟ ରୋଗର ଶିକାର ହେଲେ ଟେଲି ଅଭିନେତ୍ରୀ। ଟିଭି ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଡଲି ସୋହି କର୍କଟ ରୋଗର ଶିକାର ହୋଇଛନ୍ତି।  ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ଭରା ନୋଟ୍ ଲେଖିଛନ୍ତି। ଏହି ପୋଷ୍ଟରେ ଡଲି ତାଙ୍କ ମୁଣ୍ଡରେ କେଶ ନଥିବା ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

ସୂଚନାନୁଯାୟୀ , ଡଲି କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, ‘ଆପଣ ଭଲପାଇବା ଏବଂ ପ୍ରାର୍ଥନା ପଠାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୀବନରେ ଉତଥାନ ପତନ ରହିଛି। କିନ୍ତୁ ଯଦି ଲଢ଼ିବାର ସାହସ ଅଛି, ତେବେ ଆପଣଙ୍କର ଯାତ୍ରା ସହଜ ହେବ। ଆପଣ କ’ଣ ବାଛିବେ ଏହା ଆପଣଙ୍କ ଉପରେ ନିର୍ଭର କରେ।

Related posts

୧୫ରେ ମୁକ୍ତିଲାଭ କରିବ  ଚଳଚ୍ଚିତ୍ର ‘ଅପୂର୍ବା’

mahabharatanews

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

mahabharatanews

 ପରଲୋକରେ ‘ବୀରବଲ’ ସତୀନ୍ଦର୍‌ କୁମାର ଖୋସ୍‌ଲା

mahabharatanews