ଭାରତ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା  

ସୂଚନାନୁଯାୟୀ , ସାଙ୍ଗାନୌର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ଭଜନଲାଲ ଶର୍ମା । ସେ ପ୍ରଥମ ଥର ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮.୦୮୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ଏବଂ ତାଙ୍କୁ ୧.୪୫.୧୬୨ ଖଣ୍ତ ଭୋଟ୍ ମିଳିଛି । ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଆରଏସ୍ଏସ୍ ଓ ଏବିଭିପି ସହିତ ମଧ୍ୟ ଜଡିତ ଅଛନ୍ତି ।  ଭଜନଲାଲ ଶର୍ମାଙ୍କୁ ବିଧାନସଭା ଦଳର ନେତା ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଯାହା ସମସ୍ତ ବିଧାୟକଙ୍କ ସହମତିରେ ପାସ କରାଯାଇଥିଲା ।

Related posts

୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

mahabharatanews

କାଉରିଆଙ୍କୁ ଦାଉ ସାଧୁଛି ବର୍ଷା ; ୫ ମୃତ ,୪ ଗୁରୁତର 

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews