ଭାରତ

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

(ଦିଲ୍ଲୀ)  : ମହାଦେବ ଆପ୍ ମାମଲାରେ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମିଳିଲା ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ ରବି ଅପପାଲକୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲ ଦ୍ୱାରା ଜାରି କରାଯାଇଥିବା ରେଡ କର୍ଣ୍ଣର ନୋଟିସ ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ , ବୁଧବାର ସରକାରୀ ସୂତ୍ରରୁ ପ୍ରକାଶ ଯେ ମହାଦେବ ଅନ୍ଲାଇନ୍ ବେଟିଂ ଆପର ଦୁଇ ମୁଖ୍ୟ ମାଲିକଙ୍କ ମଧ୍ୟରୁ ରବି ଅପ୍ପାଲଙ୍କୁ ଦୁବାଇରେ ସ୍ଥାନୀୟ ପୋଲିସ ଅଟକ ରଖିଛି। ୧୫୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମହାଦେବ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରକରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୌଣସି କଂଗ୍ରେସ ନେତାମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ଗିରଫ ବେଆଇନ ବୋଲି ମହାଦେବ ଆପ୍ ମାମଲାରେ ଅଭିଯୁକ୍ତ ଏକ ଚିଠି ଲେଖିଛନ୍ତି।

Related posts

ଆଜି ହେବ ପରୀକ୍ଷା ପେ ଚର୍ଚ୍ଚା

mahabharatanews

ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ

mahabharatanews

୧୨୭୫ ରେଳ ଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ହେବ ଆଧୁନିକୀକରଣ

mahabharatanews