ମନୋରଞ୍ଜନ

ଆଚାରରେ କଙ୍ଗନା ରଣାୱତ

(ମୁମ୍ବାଇ) : ଚର୍ଚାରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫୋଟୋ । ଜଣେ ଯୁବ କଳାକାର ଆମ୍ବ ଆଚାର ବ୍ୟବହାର କରି ଏକ ସୁନ୍ଦର ଚିତ୍ରକଳା ସୃଷ୍ଟି କରିଛନ୍ତି ଯାହା ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରୁଛି। ଭିଡିଓକୁ ପାଖାପାଖି ୨୯ ଲକ୍ଷ ଦର୍ଶକ ଦେଖିସାରିଥିବା ବେଳେ ଲକ୍ଷେ ୩୩ ହଜାର ଦର୍ଶକ ତାହାକୁ ପସନ୍ଦ କରିଛନ୍ତି।

ସୂଚନାନୁଯାୟୀ , ଇନ୍‌ଷ୍ଟା ଗ୍ରାମ୍‌ରେ ‘ଆର୍ଟିଷ୍ଟ-ସିଣ୍ଟୁ-ମୌର୍ଯ୍ୟ’ ନାମକ ପୃଷ୍ଠାରେ ଛଡ଼ାଯାଇଥିବା ଏକ ଭିଡିଓରେ ଚିତ୍ରଶିଳ୍ପୀ ସିଣ୍ଟୁ ଏକ ସାଦା କାଗଜ ଉପରେ ଆଚାରର ତେଲ ଓ ମସଲାକୁ ଛାଟି ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଦୀପାବଳି ଅବସରରେ ସିଣ୍ଟୁ ଷ୍ଟାମ୍ପିଂ ପ୍ୟାଡ୍‌ କାଳି ବ୍ୟବହାର କରି ମହାପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କର ଯୁଗଳମୂର୍ତ୍ତି ଚିତ୍ର ଆଙ୍କିଥିଲେ।

Related posts

ମା କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

mahabharatanews

 ‘ଅଶ୍ଳୀଳତାର ସୀମା ପାର୍’ ବୋଲି ଟ୍ରୋଲ ହେଲେ ପ୍ରିୟଙ୍କାଙ୍କ ମା’

mahabharatanews

୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହେଲା ଫିଲ୍ମ ‘ଜୱାନ’

mahabharatanews