ଓଡିଶା

ମାହାଙ୍ଗା ଡର୍ବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି

(ଭୁବନେଶ୍ୱର) : ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି । ହାଇକୋର୍ଟ ବଢ଼ାଇଲେ ତାଙ୍କର ଅନ୍ତରୀଣ ସୁରକ୍ଷା ଅବଧି । ଏବେ ଆସନ୍ତା ଜାନୁୟାରୀ ୧୭ ତାରିଖ ଯାଏଁ ବଢ଼ିଲା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ଜାନୁଆରି ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ସୂଚନାନୁଯାୟୀ ,  ଆଜି ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥଲେ ହାଇକୋର୍ଟ ।  ଆସନ୍ତା ଜାନୁଆରି ୧୭ ତାରିଖ ଯାଏ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related posts

ଜିଲ୍ଲାସ୍ତରରେ ରାଜସ୍ବ ସମୀକ୍ଷା ବୈଠକ

mahabharatanews

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

mahabharatanews

ଡରାଉଛି ଡାଇରିଆ

mahabharatanews