ମନୋରଞ୍ଜନ

୨୦୦ କୋଟି ଆୟ କଲା ଫିଲ୍ମ ‘ଫାଇଟର୍’

(ମୁମ୍ବାଇ) : ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କ ଅଭିନୀତ ‘ଫାଇଟର୍’ ଅନ୍ୟତମ। ହେଲେ ପ୍ରଥମ ସପ୍ତାହ ପରେ ଫିଲ୍ମର ବ୍ୟବସାୟ ଟିକେ ମାନ୍ଦା ପଡିଯାଇଥିବା ବେଳେ ଦ୍ୱିତୀୟ ସପ୍ତାହରେ ଏକ ଖାସ ଆୟ କରିପାରି ନଥିଲା ହ୍ରିତିକ୍ ରୋଶନଙ୍କ ଫିଲ୍ମ ଫାଇଟର୍ । ୨୫ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
, ‘ଫାଇଟର୍’ ଦଶମ ଦିନରେ ୧୦.୦୫କୋଟି ଟଙ୍କା ଆୟ କରିଛି। ଏହା ସହିତ, ‘ଫାଇଟର୍’ର ୧୦ଦିନର ସଂଗ୍ରହ ବର୍ତ୍ତମାନ ୧୬୨.୭୫କୋଟି ଟଙ୍କାରେ ପହଞ୍ଚିଛି ।
ସୂଚନାନୁଯାୟୀ , ଏହି ଚଳଚ୍ଚିତ୍ରର ପ୍ରଥମ ସପ୍ତାହରେ ବହୁତ ଭଲ ରୋଜଗାର କରିଥିଲା । ବର୍ତ୍ତମାନ ଏବେ ଫିଲ୍ମର ଦଶମ ଦିନର ଆୟ ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା ବକ୍ସ ଅଫିସରେ ଫାଇଟର୍ କେତେ କୋଟିର ବ୍ୟବସାୟ କରିଛି । ‘ଫାଇଟର୍’ ଦଶମ ଦିନରେ ୧୦.୦୫ କୋଟି ଟଙ୍କା ଆୟ କରିଛି।

Related posts

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews

ଅଭିନେତା ବିନୋଦ ଥୋମାସ୍‌ଙ୍କୁ ମୃତ ଦେହ ଉଦ୍ଧାର

mahabharatanews

‘ରାଧିକା ପଥର ପରି ଦୃଢ଼’: ଅନନ୍ତ ଅମ୍ବାନୀ 

mahabharatanews