ଭାରତ

 ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ କଲା ଇରାନ

 (ଦିଲ୍ଲୀ) : ଇରାନ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ପର୍ଯ୍ୟଟକ ଯେଉଁମାନେ ଇରାନ ଗସ୍ତ କରିବେ ସେମାନଙ୍କ ପାଇଁ ବର୍ତ୍ତମାନ ଭିସା ଆବଶ୍ୟକ ନାହିଁ । ଇରାନ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ସୁବିଧା ଆରମ୍ଭ କରିଛି । ନୂଆଦିଲ୍ଲୀରେ ଇରାନର ଦୂତାବାସ ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ସୂଚନାନୁଯାୟୀ , ତେବେ ଏହି ଭିସା ମୁକ୍ତ ଯାତ୍ରା କେବଳ ୧୫ଦିନ ହେବ, ଅର୍ଥାତ୍ ପର୍ଯ୍ୟଟକମାନେ ବିନା ଭିସରେ ୧୫ଦିନ ଇରାନରେ ରହିପାରିବେ । ଏଥିପାଇଁ ପର୍ଯ୍ୟଟକମାନଙ୍କୁ କ’ଣ କରିବାକୁ ହେବ ଜାଣନ୍ତୁ । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଇରାନରେ ୧୫ଦିନ ବିନା ଭିସାରେ ରହିବାକୁ ଇରାନ ଏହି ସୁବିଧା ଦେଇଛି। ତଥାପି, ଏଥିରେ କିଛି ସର୍ତ୍ତ ରହିବ ।

Related posts

ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି 

mahabharatanews

ଆଜି ମୋଦୀଙ୍କୁ ଭେଟିବେ ନୀତୀଶ କୁମାର 

mahabharatanews

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଶ୍ଵସ୍ତି 

mahabharatanews