ଭାରତ

ପ୍ରଧାନମନ୍ତ୍ରୀ-ନୀତୀଶ କୁମାରଙ୍କ ପ୍ରଥମ ଭେଟଘାଟ 

(ବିହାର) :  ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୀତିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭେଟିଛନ୍ତି । ଏନଡିଏକୁ ଫେରିବା ପରେ ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ପ୍ରଥମ ଭେଟଘାଟ ।

ସୂଚନାନୁଯାୟୀ, ଏହାପୂର୍ବରୁ ୨୦୨୦ରେ ଉଭୟ ଦଳ ଏକାଠି ହୋଇ ବିହାରରେ ସରକାର ଗଠନ କରିଥିଲେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ନୀତୀଶଙ୍କର ଏହା ହେଉଛି ଆନୁଷ୍ଠାନିକ ବୈଠକ । ଏହି ରେକର୍ଡ କରିବାରେ ପ୍ରଥମ ଭାରତୀୟ ପେସର୍ ଏକ ସମୟରେ ନୀତୀଶଙ୍କୁ ବିରୋଧୀ ଏକତାର ସ୍ଥାପତ୍ୟ କୁହାଯାଉଥିଲା, କିନ୍ତୁ ହଠାତ୍ ମହାସଂଘର ପରିସ୍ଥିତିକୁ ଅସାଧାରଣ ବୋଲି କହି ନୀତୀଶ କୁମାର ମେଣ୍ଟରୁ ଓହରି ଯାଇଛନ୍ତି ।

Related posts

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ 

mahabharatanews

ଏନସିବିର ପୂର୍ବତନ ଅଫିସର ସମୀର ୱାଙ୍ଖେଡ଼େଙ୍କ ନାଁରେ ଦୁର୍ନୀତି ଅଭିଯୋଗ

mahabharatanews