ଓଡିଶାଦୁର୍ଘଟଣା

ଟ୍ରକ୍ ତଳେ ଚାପି ହୋଇ ହେଲପର ମୃତ, ଡ୍ରାଇଭର ଗୁରୁତ୍ୱର

ବିଷମ କଟକ /  ରବିନ୍ଦ୍ର କୁମାର ସାହୁ : ଟ୍ରକ ତଳେ ଚାପି ହୋଇ ହେଲପର ଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡା ଜିଲା ବିଷମକଟକ ଥାନା କୁମାରଧାମୁଣି କେଡି କଲୋନି ଠାରେ।

ସୂଚନା ଅନୁଯାୟୀ: ମୁନିଗୁଡା ଠାରୁ ଏକ ଟ୍ରକ୍ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ କୁମାରଧାମୁଣି କେଡ଼ି କଲୋନି ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଘଟଣା ଖବର ପାଇ ବିଷମକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।

 

Related posts

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

mahabharatanews

ଜାତୀୟ ମାନବାଧିକାର ସଂଗଠନ ଜିଲା ଶାଖା ପକ୍ଷରୁ ସମ୍ମିଳନୀ

mahabharatanews

ଲୁଣାରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews