ମନୋରଞ୍ଜନ

ରିଲିଜ ହେଲା ଚଳଚ୍ଚିତ୍ର ‘Yodha’ର ଟିଜର 

(ମୁମ୍ବାଇ) : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Yodha’କୁ ନେଇ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଦୀର୍ଘ ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଦୁବାଇରେ ୧୩ ହଜାର ଫୁଟ ଉଚ୍ଚରୁ ଫିଲ୍ମର ପୋଷ୍ଟର ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ନିର୍ମାତାମାନେ ଏକ ଦମଦାର ଆକ୍ସନ୍ ପ୍ୟାକେଜରେ ଭରପୁର୍ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି ।

ସୂଚନାନୁଯାୟୀ , ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କ୍ୟାପସନରେ ଲେଖିଛନ୍ତି, ‘ଆପଣ ସମସ୍ତେ ଏହି ଜବରଦସ୍ତ -ଆକ୍ସନ ଫିଲ୍ମ ଦେଖିବା ପ୍ରସ୍ତୁତ ହୋଇଯାଆନ୍ତୁ । ନିର୍ବାଚନ ଆଗରୁ ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ ଟିଜର ବିଷୟରେ ଆଲୋଚନ କଲେ ଏଥିରେ ଆକ୍ସନ ମୋଡରେ ନଜର ଆସୁଛନ୍ତି ସିଦ୍ଧାର୍ଥ । ହାତରେ ବନ୍ଧୁକ ଧରି ସିଦ୍ଧାର୍ଥ ଆତଙ୍କବାଦୀଙ୍କ ସହ ଲଢେଇ କରୁଥିବାର ନଜର ଆସୁଛନ୍ତି । ଏହି ଫିଲ୍ମରେ ସେ ଜଣେ ସେନା ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ସେ ନିଜ ଟାର୍ଗେଟ୍ ପୂରଣ କରିବା ପାଇଁ କିଠିନ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ।ସିଦ୍ଧାର୍ଥ ମଲହୋତ୍ରା ଏହି ଯୋଦ୍ଧା ଅର୍ଥାତ୍ ଜଣେ ଯବାନ ଭୂମିକାରେ ନଜର ଆସିବେ ।

Related posts

ଫିଲ୍ମ ‘ଓଏମଜି-୨’ ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

mahabharatanews

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

mahabharatanews

ଭାଇରଲ ହେଲା କାଜଲଙ୍କ ଡିପ୍‌ଫେକ୍‌ ଭିଡିଓ

mahabharatanews