ଓଡିଶା

କେନ୍ଦୁଝର ବାଟଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ 

(କେଉଁଝର) :  କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ । ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ଲେଖି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ୍ ଚଳାଚଳ କରାଇବା ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ୮ନଭେମ୍ବର ୨୦୨୩ରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

ସୂଚନାନୁଯାୟୀ , ବିଧାୟକ ମୋହନ ଚରଣ ମାଝୀଙ୍କୁ ରେଳମନ୍ତ୍ରୀ ଲେଖଥିବା ଚିଠିରେ କୁହାଯାଇଛି ଯେ, ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଏକ ଟ୍ରେନ୍ ଚଳାଚଳ କରିବ । ଏହା କେନ୍ଦୁଝର ଦେଇ ଯିବ । ପ୍ରଧାନମନ୍ତ୍ରୀ କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ୍ ଚଳାଚଳ କରାଇବା ନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ୮ନଭେମ୍ବର ୨୦୨୩ରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏହା ସହ ବହୁ ଦିନରୁ କେନ୍ଦୁଝର ଦେଇ ଦିଲ୍ଲୀକୁ ଏକ ଟ୍ରେନ୍ ଚଳାଚଳ କରାଇବାକୁ ଦାବି ହୋଇଆସୁଥିଲା ।

Related posts

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ

mahabharatanews

ସାବଧାନ ବୁଲୁଛି ମହାବଳ !

mahabharatanews

ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେର

mahabharatanews