ଭାରତ

ଅଚାନକ ରାମେଶ୍ୱର କାଫେରେ ବିସ୍ଫୋରଣ

(ବେଙ୍ଗାଲୁରୁ) : ଅଚାନକ ରାମେଶ୍ୱର କାଫେରେ ବିସ୍ଫୋରଣ । ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ସ୍ଥିତ ପ୍ରସିଦ୍ଧ ରାମେଶ୍ୱର କାଫେରେ ବିସ୍ଫୋରଣ । ଫଳରେ ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।

ସୂଚନାନୁଯାୟୀ ,  ଏକ ବ୍ୟାଗରେ ଥିବା କିଛି ଜିନିଷରୁ ଏହି ବିସ୍ଫୋରଣ ଘଟିଛି ବୋଲି ସୂଚନା ମିଳିଥିବା ବେଳେ ହ୍ୱାଇଟଫିଲ୍ଡ ଡିପିସି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଘଟଣାରେ ୩ ଜଣ କାଫେ କର୍ମଚାରୀ ଏବଂ ଜଣେ ଗ୍ରାହକ ଆହତ ହୋଇଥିବା ନେଇ ସୂଚନା ରହିଛି । ଆଗକୁ କଣ ହେଉଛି ଜଣାପଡ଼ିନି ।

Related posts

କୃଷକ ନେତା ରାକେଶ ଟିକାୟତଙ୍କ ମୁହଁରେ କାଳି ମାଡ଼

mahabharatanews

ଦେଶରୁ ଦୈନିକ ୩ ହଜାର ୩୧୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

 ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ କଲା ଇରାନ

mahabharatanews