ମନୋରଞ୍ଜନ

ରଣବୀର ଓ ଦୀପିକାଙ୍କୁ ଶୁଭେଚ୍ଛାର ସୁଅ

(ମୁମ୍ବାଇ)  : ଖୁସି ଖବର ଦେଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଲେ ଦୀପିକା। ତେବେ ଏହା ପରେ ସୋସିଆଲ ମିଡିଆରେ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାନୁଯାୟୀ , ଅନିଲ କପୁର୍‌, ମାଧୁରୀ ଦୀକ୍ଷିତ, ସୋନମ କପୁର ଓ ଅଭିଷେକ ବଚ୍ଚନ ଆଦି ତାରକା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଣ୍ଠଶି‌‌ଳ୍ପୀ ଶ୍ରେୟା ଘୋଷାଲ ଏହି ଖବରରେ ଖୁବ୍‌ ଉତ୍ସୁକ ଥିବା ପ୍ରକାଶ କରିଥିବା ବେଳେ ଡିଜାଇନର୍‌ ମସାବା ଗୁପ୍ତା ଏହାକୁ ଏକ ଚିର ଭଲ ଖବର ବୋଲି ଲେଖିଛନ୍ତି। ସେହିପରି ବଲିଉଡ୍‌ ତଥା ହଲିଉଡ୍‌ର ନାମୀ କଳାକାର ପ୍ରିୟଙ୍କା ଚୋପ୍ରା, ଅଭିନେତା ବିକ୍ରାନ୍ତ ମେସି, ନେଂହା ଧୁପିଆ ଆଦି ଦମ୍ପତିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Related posts

ବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ  

mahabharatanews

ସଲିମ ଖାନ ହସ୍ପିଟାଲରେ ଭର୍ତ୍ତି: ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

mahabharatanews

ଚର୍ଚାରେ ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ 

mahabharatanews