ଓଡିଶା

 ତାରକସି କାମକୁ ଜିଆଇ ମାନ୍ୟତା

(କଟକ) :  କଟକ ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ବାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ତିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ସୂଚନା ରହିଛି । ତେବେ ଖୁବ ଶୀଘ୍ର ପ୍ରମାଣ ପତ୍ର ପ୍ରଦାନ କରାଯିବ ଏବଂ ଓଡ଼ିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି । ଓଡ଼ିଶା ହସ୍ତକଳା ସମବାୟ ସମିତି ତରଫରୁ ଏନେଇ ଆବେଦନ କରାଯାଇଥିଲା ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କାରିଗର ଏବଂ ଜିଲ୍ଲା ପ୍ରଶାସନକୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ଇଡିରେ ହାଜର ହେବାକୁ ରାଜି ହେଲେ କେଜ୍ରିୱାଲ, ରଖିଲେ ଏହି ସର୍ତ୍ତ ସୂଚନା ଅନୁସାରେ, ୭ ଜୁଲାଇ ୨୦୨୧ ମସିହାରେ ଓଡ଼ିଶା ହସ୍ତକଳା ସମୟବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଥିଲା । ୫୦୦ ବର୍ଷରୁ ଅଧିକ ପୁରୁଣା ପାରମ୍ପରିକ ତାରକସି କାମ ଏକ ଭାରତୀୟ ଧାତୁକଳା ଯାହା ଓଡ଼ିଶାର କଟକ ସହରରୁ ଆରମ୍ଭ ହୋଇଥିଲା ।

Related posts

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews

ଅସହ୍ୟ ତାତି ଯୋଗୁଁ ନବରଙ୍ଗପୁରରେ ସ୍କୁଲ, କଲେଜ ଛୁଟି

mahabharatanews