ଓଡିଶା

ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ଯାନ

(ଭୁବନେଶ୍ୱର) : ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ଯାନ । ବନବିଭାଗ ରାପିଡ୍ ରେସପନ୍ସ ଟିମ୍ ଏଣିକି ରକ୍ଷକ ଯାନରେ ବନ୍ୟଜନ୍ତୁଙ୍କୁ ଦେବେ ସୁରକ୍ଷା । ଜଙ୍ଗଲ ଭିତରେ ଗୁରୁତର ହୋଇ ପଡିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ପଶୁ ଡାକ୍ତରଙ୍କ ପାଖରେ ପହଁଚିବ ଏହି ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି ।

ସୂଚନାନୁଯାୟୀ , ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି । ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବ ଏହି ସ୍ୱତନ୍ତ୍ର ଗାଡି । ରାଜ୍ୟର ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବା ମାତ୍ରେ ଘଣ୍ଟେରୁ ଦେଢଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚିବ ଏହି ରାପିଡ୍ ରେସପନ୍ସ ଟିମ୍ ।

Related posts

ଆସନ୍ତାକାଲି ପାଳନ ହେବ ଇଦ୍‌

mahabharatanews

ଅଗ୍ନିଶମ ବିଭାଗ ଭିତରେ ସାପ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews