ଓଡିଶାଖେଳ

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଟକ : ଆଜି ଅନୁଷ୍ଠିତ ହେବ OCAର ସାଧାରଣ ପରିଷଦ ବୈଠକ, OCA ର 11 ତମ ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ସଭାପତି ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବା ପରେ ରାଜ୍ୟର ଏହି ସର୍ବୋଛ କ୍ରିକେଟ ସଙ୍ଘ ଏକ ନୂତନ ସୂର୍ଯ୍ୟ ଉଦୟ ଦେଖିବ,ସଭାପତି ପ୍ରଣବଙ୍କ ସମେତ ତାଙ୍କ ପ୍ୟାନେଲରେ ଉପସଭାପତି, ସମ୍ପାଦକ, କୋଷାଧକ୍ଷ, ଯୁଗ୍ମ ସମ୍ପାଦକ, ଆପେକ୍ସ କାଉନ୍ସିଲ ଦାୟିତ୍ୱ ଗ୍ରହଣ କରିବେ |

ସାଧାରଣ ପରିଷଦ ବୈଠକ ରେ ରାଜ୍ୟ କ୍ରିକେଟ ର ବିକାଶ ନେଇ ଅନେକ ଆଲୋଚନା କରାଯିବ | ବାରବାଟୀ ଷ୍ଟାଡିୟମ ର ନବ କଳେବର ନେଇ ଏକ ବୃହତ ଯୋଜନା ରହିଛି | ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା କିପରି ବୃଦ୍ଧି କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।

Related posts

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

 ୨୩ରେ ଖୋଲିବ ହୀରାକୁଦ ଗେଟ୍

mahabharatanews

ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର 

mahabharatanews