ଭାରତ

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

(ମହାରାଷ୍ଟ୍ର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଉପଦ୍ରଵ । ମଙ୍ଗଳବାର ପୂର୍ବ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାରେ ପୁଲିସ ସହ ଏନକାଉଣ୍ଟର ବେଳେ ଅତି କମରେ ଚାରିଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ , ଘଟଣାସ୍ଥଳରୁ ଚାରି ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୋଟିଏ ଏକେ-୪୭ କାର୍ବାଇନ୍, ଦୁଇଟି ଘରୋଇ  ପିସ୍ତଲ ଜବତ ହୋଇଛି । ମୃତ ନକ୍ସଲମାନେ ହେଲେ ଭର୍ଗେଶ, ମଗ୍‌ଟୁ, କୃଷଙ୍ଗରାଜୁ ଏବଂ କୁଦିମେଟା ଭେଙ୍କଟଶ। ମହାରାଷ୍ଟ୍ର ପୁଲିସର ସି -୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା, ଯାହାଫଳରେ କମାଣ୍ଡୋ ୟୁନିଟ୍ ଦ୍ୱାରା ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି।

Related posts

ଅଗ୍ନିବୀର ପାଇବେ ୧୦ ପ୍ରତିଶତ ସଂରକ୍ଷଣ

mahabharatanews

 ‘ଝାଞ୍ଜ’ ବଜାଉଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର

mahabharatanews