ଭାରତ

ଆଜି ହେବ ଅନସାରୀଙ୍କର ଅନ୍ତିମ ସଂସ୍କାର

(ଦିଲ୍ଲୀ) : ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କର ଅନ୍ତିମ ସଂସ୍କାର ଆଜି ହେବ । ତେବେ କଡ଼ା ସୁରକ୍ଷା ମଧ୍ୟରେ ଉତ୍ତରପ୍ରଦେଶର ଗାଜିପୁର ଠାରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ ,  ଶନିବାର ସକାଳେ ତାଙ୍କ ମୃତଦେହକୁ ଗାଜିପୁରକୁ ନିଆଯାଇଥିଲା ଏବଂ ସକାଳ ପ୍ରାୟ ୧୦ଟାରେ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ମୁଖତାର ଅନସାରୀଙ୍କର ଜେଲରେ ଥିବା ପୁଅ ଅବାସ ଅନସାରୀ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ମାଗି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ କୋର୍ଟର ନିଷ୍ପତ୍ତି ବିଚାରାଧୀନ ଅଛି।

Related posts

ଚନ୍ଦ୍ରଯାନ-୩ ଲଞ୍ଚ ପୂର୍ବରୁ ତିରୁପତି ଗଲେ ବୈଜ୍ଞାନିକ

mahabharatanews

ସରିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews