ମନୋରଞ୍ଜନ

ଏହି କାମ କରୁଥିବା ବେଳେ ‘‘ବନ୍ଦ କର’’କହିଲେ ସାରା

(ମୁମ୍ବାଇ) : ପୁଣି କିଛି ଦିନର ବ୍ୟବଧାନ ପରେ ଚର୍ଚାରେ ସାରା ଅଲ୍ଳୀ ଖାନ୍‌ । ସାରାଙ୍କର ଏକ ଭଲ ପକ୍ଷ ଦେଖିବାକୁ ମିଳିଛି। ସେ କିଛି ଗରିବ ପିଲାଙ୍କୁ ଖାଦ୍ୟ ବାଣ୍ଟୁଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛନ୍ତି। ହେଲେ ସେହି ସମୟରେ ଯେତେବବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଫଟୋ ଉଠାଇବାକୁ ଲାଗିଲେ ତ ଚିଡ଼ିଗଲେ ସାରା। ସେ ରାଗି ଯାଇ ସେମାନଙ୍କୁ କହିଲେ, ‘‘ବନ୍ଦ କର’’।

ସୂଚନାନୁଯାୟୀ , ସେ ଖୁସିରେ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ହେଲେ ସେହି ସମୟରେ ହଠାର୍‌ ଗଣମାଧ୍ୟ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ଯାହାଫଳରେ ରାଗିଯାଇଥିଲେ ସେ। ସାରାଙ୍କୁ ଅନ୍ୟର ସାହାଯ୍ୟ କରିବା ବେଳେ କ୍ୟାମେରାରେ ଆସିବା ପସନ୍ଦ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

Related posts

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

mahabharatanews

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews

ଗୁରୁତର ଆହତ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ନାୟରା

mahabharatanews