ଭାରତ

କଷ୍ଟରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି 

(ଦିଲ୍ଲୀ) : ତିହାର ଜେଲରେ କଟିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରାତି । କେଜ୍ରିୱାଲଙ୍କୁ ତିହାର ୨ ନମ୍ବର ଜେଲରେ କେଜ୍ରିୱାଲଙ୍କୁ ରଖାଯାଇଛି । ସିଏମ କେଜ୍ରିୱାଲ ସନ୍ଧ୍ୟା ୪.୩୦ରେ ତିହାର ଜେଲରେ ପହଞ୍ଚିଥିଲେ। ବର୍ତ୍ତମାନ କେଜ୍ରିୱାଲଙ୍କୁ ଆସନ୍ତା ୧୪ଦିନ ଏହି ତିହାର ଜେଲରେ ରଖାଯିବ ।

ସୂଚନାନୁଯାୟୀ, ଜେଲରେ ସିଏମ୍ କେଜ୍ରିୱାଲଙ୍କ ପ୍ରଥମ ରାତି ଟିକେ କଷ୍ଟରେ କଟିଥିଲା । ସେହିପରି ଜେଲ୍ ମାନୁଆଲ୍ ଅନୁସାରେ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ମିଳୁଥିବା ସୁବିଧା ପାଇବେ । ଜେଲ୍ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋର୍ଟ ନିର୍ଦ୍ଦେଶ ଅନୁସାରେ ଜେଲରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ ।

Related posts

ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ 

mahabharatanews

ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ

mahabharatanews

୩୧ ତାରିଖରେ ହଟିବାକୁ ଯାଉଛି କରୋନା କଟକଣା

mahabharatanews