ମନୋରଞ୍ଜନ

ପ୍ରେମିକଙ୍କ ନାଁରେ ହାର ପିନ୍ଧି ଚର୍ଚାରେ ଜାହ୍ନବୀ କପୁର

(ମୁମ୍ବାଇ) :  ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇ ଚର୍ଚାରେ ଜାହ୍ନବୀ । ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି। ମନ୍ଦିର ଯିବାଠାରୁ ଆରମ୍ଭ କରି ପବରେ ପାର୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁହେଁ ସାଥିରେ ନଜର ଆସନ୍ତି ।

ସୂଚନାନୁଯାୟୀ ,  ଯେଉଁଥିରେ ସେ ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇଥିବା ଦେଖିବାକୁ ମିଳିଛି। ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ମଇଦାନର ସ୍କ୍ରିନିଂକୁ ବାପା ବୋନି କପୁରଙ୍କ ସହ ଯାଇଥିଲେ ଜାହ୍ନବୀ। ଏହି ସମୟରେ ସେ ପିନ୍ଧିଥିବା ହାର ଉପରକୁ ସମସ୍ତଙ୍କ ନଜର ଯାଇଥିଲା। ହାରରେ ‘ଶିଖୁ’ ଲେଖାଥିବା ଦେଖିବାକୁ ମିଳିଥିଲା।

Related posts

ୱାହିଦାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର

mahabharatanews

ଏହି ତାରିଖରୁ ନେଟଫ୍ଲିକ୍ସରେ ରିଲିଜ ହେବ କପିଲ ଶର୍ମା ଶୋ’ 

mahabharatanews

ହଠାତ ଫୁଲିଗଲା ଉର୍ଫିଙ୍କ ଚେହେରା

mahabharatanews