ମନୋରଞ୍ଜନ

ସଲମାନଙ୍କ ଘର ଆଗରେ ଗୁଳିକାଣ୍ଡ; ଜୋରଦାର ଚାଲିଛି ତଦନ୍ତ 

(ମୁମ୍ବାଇ) : ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ରହିଥିବା ଜଣାପଡ଼ିଛି। ସଲମାନଙ୍କ ଘର ସ‌ାମ୍ନାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ସୂଚନାନୁଯାୟୀ ,  କ୍ରାଇବବ୍ରାଞ୍ଚ ପୁଲିସ ଲରେନ୍ସ ବିଷ୍ଣୌଇଙ୍କୁ ଅଭିଯୁକ୍ତ ଭାବେ ଧରିଛି। ଲରେନ୍ସଙ୍କ ସହିତ ତାର ଭାଇ ଅନମୋଲ ବିଷ୍ଣୌଇଙ୍କୁ କ୍ରାଇମବ୍ରାଞ୍ଚ ପଳତକ ତାଲିକାରେ ସାମିଲ କରିଛି। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ କହିଛି, ଏଯାବତ ଲରେନ୍ସ ବିଷ୍ଣୌଇ ବିରୋଧରେ ଯେଉଁ ପ୍ରମାଣ ଓ ସାକ୍ଷୀ ମିଳିଛି ସେଇ ଆଧାରରେ ବିଷ୍ଣୌଇ ଭାଇକୁ ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକ‌ାଣ୍ଡ ଘଟଣାର ଅଭିଯୁକ୍ତ କୁହାଯାଉଛି।

Related posts

ଏହି ସର୍ତ୍ତରେ ମିଳିଲା ଉର୍ବଶୀଙ୍କୁ ୨୪କ୍ୟାରେଟ୍ ସୁନା ଆଇଫୋନ୍

mahabharatanews

ଚର୍ଚାରେ ଅମ୍ବାନୀଙ୍କ ବିବାହ ବାର୍ଷିକୀ କେକ୍ 

mahabharatanews

୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ ସାଲାର’

mahabharatanews

Leave a Comment