ମନୋରଞ୍ଜନ

ବାପା ହେବା ଅନୁଭୂତି ବଖାଣିଲେ ଏହି ଅଭିନେତା

(ମୁମ୍ବାଇ) : ‘ଇମଲି’ ଅଭିନେତା କରଣ ବୋହରା ‘ମେ ହୁଁ ସାଥ ତେରେ’ ସୋ’ ଜରିଆରେ ଛୋଟପରଦାରେ ପ୍ରବେଶ କରିଥିଲେ। ଏହି ସୋ’ରେ ତାଙ୍କ ଭୂମିକାର ନାମ ଥିଲା ଆର୍ଯମନ। କରଣ ଏକ ସାକ୍ଷାତକାରରେ ବାପା ହେବାର ଯାତ୍ରା କିପରି ଥିଲା ତାହାକୁ ସମସ୍ତଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ।

ସୂଚନାନୁଯାୟୀ,   ୧୧ବର୍ଷ ପରେ ଗତବର୍ଷ ଯାଆଁଳା ସନ୍ତାନର ବାପା ହୋଇଥିଲେ। ବାପା ହେବାପରେ ତାଙ୍କର ଅନୁଭୂତି କିପରି ରହିଛି ତାହାକୁ ବଖାଣି ସେ କହିଛନ୍ତି, ‘ବାପା ହେବାପରେ ମୋତେ ମୋ ଭୂମିକାରେ ଅଭିନୟ କରିବା ପାଇଁ ଖୁବ ସହଜ ହୋଇଯାଇଥିଲା। କାରଣ ମୋ ଭୂମିକା ବି ଏକ ବାପାର ଥିଲା। ମୋ ଛୁଅ ଏବେ ୧୦ମାସର ହୋଇଛି। ମୁଁ ଅନେକ ଚେଷ୍ଟାପରେ ତାର ଡାଇପର କେମିତି ବଦଳାଯାଏଁ ତାହାକୁ ଶିଖି ଯାଇଛି। ବାପା ହେବାପରେ ମୋ ଭିତରେ ଧୌର୍ଯ୍ୟ ଧରିବା ଶକ୍ତି ବଢ଼ିଛି।

Related posts

ହାତକୁ ଦି ହାତ ହେବେ ଅଭିନେତ୍ରୀ ଆରତୀ ସିଂ

mahabharatanews

ଓଟିଟିରେ ନଜର ଆସିବେ ଭାଇଜାନ୍‌

mahabharatanews

ୟୁଟ୍ୟୁବର ଏଲ୍‌ଭିଶ୍ ଯାଦବ ଗିରଫ

mahabharatanews