ଓଡିଶା

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

(ପୁରୀ) : ଆରମ୍ବ ହୋଇଛି ମତଦାନ  । ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଆହ୍ବାନ କରିଛି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିଜର ବାଲୁକା କୃତ୍ତି ଜରିଆରେ ୟୋର ଭୋଟ୍ ଫର୍ ୟୋର ଫ୍ୟୁଚର ମେସେଜ ସହ ଲୋକଙ୍କୁ ସଚେତନ କରାଇଛନ୍ତି ।

ଆଂଜ୍ଞା ହଁ ୧୦୦ ଫୁଟ୍ ଲମ୍ବ ଓ ୪୦ ଫୁଟ୍ ଓସାରର ଏହି କଳା କୃତ୍ତି ୨୦୦୦ ବଲ୍ ରେ ନିର୍ମିତ କରାଯାଇଛି । ପୁରୀ ବେଳାଭୂମିରେ ଏହା ନିର୍ମିତ ହୋଇଛି । ଯାହାକୁ ଦେଖିବାକୁ ଭିଡ଼ ଲାଗିରହିଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି ପାଇଁ ମତଦାନ ଚାଲିଛି । ସେହିପରି୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ଚାଲିଛି ।

 

odisha-assembly-election-2024-your-vote-your-future-created-at-puri-beach-in-odisha

Related posts

ଶରତ ଥାନା ପକ୍ଷରୁ ମାସ୍କ ବଣ୍ଟନ

mahabharatanews

ଓଡିଶାର ଗର୍ବ ସାଂସଦ ସସ୍ମିତ ପାତ୍ର

mahabharatanews

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

mahabharatanews