ଓଡିଶା

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

(ବାଲେଶ୍ୱର) : ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି । ପ୍ରାର୍ଥୀ ପତ୍ର ଦାଖଲ ବେଳେ ପ୍ରତାପ ଷଢଙ୍ଗୀ ଘୋଡା ରେ ଚଢି ଆସିଥିବା ଅଭିଯୋଗ କଲା ବିଜେଡି । ନିର୍ବାଚନ ସମୟରେ ପଶୁ ଙ୍କୁ ବ୍ୟବହାର ନ କରିବା ନିୟମ ଥିବା ବେଳେ ପ୍ରତାପ ଷଢଙ୍ଗୀ ଆଚରଣ ବିଦ୍ଦି ଉଲ୍ଲଘଂନ କରିଛନ୍ତି । ରାଜ୍ୟରେ ପ୍ରବଳ ଖରା ର ପ୍ରକୋପ ଥିବା ବେଳେ ଡିଜେ ସାଉଣ୍ଡ ଓ ଗହଳି ରେ ଘୋଡା ବ୍ୟବହାର କରିଥିଲେ ପ୍ରତାପ । ତେଣୁ CEO ଙ୍କ ନିକଟ ରେ ଦାବି ରଖୁଛୁ କାର୍ଯ୍ୟାନୁଷ୍ଠାନ ପାଇଁ ।

Related posts

ସମ୍ବଲପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ

mahabharatanews

 ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

mahabharatanews

ପାହାଡ ଧସି ଟ୍ରେନ ଲାଇନରେ ବଡ଼ ବଡ଼ ପଥର , ଟ୍ରେନ ବାତିଲ

mahabharatanews