ଓଡିଶା

ଆଜି ବୈଶାଖ ପୂର୍ଣ୍ଣିମା 

(ଭୁବନେଶ୍ୱର) : ବୈଶାଖ ମାସର ଶେଷ ଦିନଟି ହେଉଛି ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା କୁହାଯାଏ । ଏହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଟିର ରହିଛି କିଛି ବିଶେଷ ମହତ୍ତ୍ଵ । ବୈଶାଖ ପୂର୍ଣ୍ଣିମାରେ କଣ ରହିଛି ମହତ୍ତ୍ଵ ପୌରାଣିକ କଥା ଅନୁସାରେ, ଧନେଶ୍ୱର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର କୌଣସି ସନ୍ତାନ ହେଉ ନଥିଲେ । ଏକଦା ତାଙ୍କର ଜଣେ ଯୋଗୀ ଙ୍କ ସହିତ ସାକ୍ଷାତ ହେଲା ।

ସୂଚନାନୁଯାୟୀ , ଯୋଗୀ ଜଣଙ୍କ ଧନେଶ୍ୱରଙ୍କୁ ବୈଶାଖ ମାସ ପୂର୍ଣ୍ଣିମା ବ୍ରତ ପାଳନ କରିବା ପାଇଁ କହିଥିଲେ । ଏହାପରେ ଧନେଶ୍ୱର ପୂର୍ଣ୍ଣିମା ବ୍ରତ କରିଥିଲେ ଏବଂ ଶ୍ରୀହରୀଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରିଥିଲେ । ଏହି ବ୍ରତ ର କିଛିଦିନ ପରେ ତାର ପତ୍ନୀ ଗର୍ଭବତୀ ହୋଇଥିଲା । ଏବଂ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ସେହି ଦିନଠାରୁ ବୈବାହିକ ଦମ୍ପତି ବୈଶାଖ ବ୍ରତ କରିବାର ପରମ୍ପରା ରହି ଆସୁଛି । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ।

Related posts

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

mahabharatanews

କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

mahabharatanews

ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି

mahabharatanews