ମନୋରଞ୍ଜନ

ଡାକ୍ତରଖାନାରେ ଶାହାରୁଖ ଖାନ

(ମୁମ୍ବାଇ) : ଅସୁସ୍ଥତା ହେତୁ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସହ୍ୟ ଗରମ ଯୋଗୁଁ ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ନେଇ ସୂଚନା ରହିଛି । ତାଙ୍କୁ ତୁରନ୍ତ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ଆଇପିଏଲ ୨୦୨୪ କ୍ୱାଲିଫାୟର ୧ରେ କିଙ୍ଗ୍ ଖାନଙ୍କ ଟିମ୍ KKR’କୁ ସମର୍ଥନ କରିବା ପାଇଁ ଶାହାରୁଖ ଖାନ ଅହମ୍ମଦାବାଦରେ ଯାଇଥିଲେ । ଗତକାଲି ତାଙ୍କୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନିଜ ଟିମକୁ ଉତ୍ସାହିତ କରୁଥିବାର ଦେଖିବା ପାଇଁ ମିଳିଥିଲା । ଏଭଳି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ, ଅତ୍ୟଧିକ ଗରମ ଯୋଗୁଁ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

Related posts

ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଲେ ଅକ୍ଷୟ -ରବିନା

mahabharatanews

‘ବିଗବସ୍‌ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !

mahabharatanews

ସଂଗୀତ ଦୁନିଆରେ ପାଦ ଥାପିଲେ ପରିଣୀତି 

mahabharatanews