ମନୋରଞ୍ଜନ

ଲାଇଭ୍‌ ସୋ’ରେ ଗାୟିକାଙ୍କୁ ବାଜିଲା ଗୁଳି

(ବିହାର) :  ଖ୍ୟାତନାମା ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କୁ ଆଜି ଏକ ଲାଇଭ୍‌ ସୋ’ରେ ଗୁଳି ବାଜିଛି। ବିହାରର ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛି । କିଏ କେଉଁ କାରଣ ପାଇଁ ଏଭଳି କାଣ୍ଡ କରିଛି ପୋଲିସ ତନାଘନା ଜାରି ରଖିଛି ।

ସୂଚନାନୁଯାୟୀ ,ନିଶା ଷ୍ଟେଜ୍‌ରେ ସଂଗୀତ ପରିବେଷଣ କରୁଥିବା ସମୟରେ ଅଚାନକ କେହି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ନିଶାଙ୍କୁ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅସ୍ତ୍ରୋପଚାର ଦ୍ବାରା ନିଶାଙ୍କ ପେଟରେ ବାଜିଥିବା ଗୁଳି ବାହାର କରାଯାଇଛି ଏବଂ ସେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା ଜଣାପଡ଼ିଛି।

Related posts

୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହେଲା ଫିଲ୍ମ ‘ଜୱାନ’

mahabharatanews

କ୍ରିକେଟ୍ ଦଳ କିଣିଲେ ଖିଲାଡି କୁମାର

mahabharatanews

କାନ୍ଧରେ ହାତ ରଖିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା

mahabharatanews