ଓଡିଶା

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

(ଭୁବନେଶ୍ୱର) : ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ , ସେ ନିଜର ବାଲୁକା କଳା ମଧ୍ୟରେ ଦଶ ବିଦେଶରେ ବେଶ ନାଁ କମାଇପାରିଛନ୍ତି । ତେବେ ତାଙ୍କ ଦେହ ହଠାତ ଅସୁସ୍ଥ ହେବା ଓଡ଼ିଶାବାସୀଙ୍କୁ ଚିନ୍ତିତ କରିଦେଇଛି । ତେବେ ତାଙ୍କର ଆସୁଆରୋଗ୍ୟ କାମନା କରାଯାଇଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳକୁ ରହିଛି ; ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଲଘୁଚାପ ବର୍ଷାରେ ନଦୀରେ ବଢୁଛି ଜଳସ୍ତର

mahabharatanews

ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥ ଖଳା

mahabharatanews