ଭାରତ

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ଲୋକସଭାରେ ଶପଥ ନେବା ବେଳେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଜୟ ଫିଲିସ୍ତିନ ସ୍ଲୋଗାନ ଉପରେ ବିବାଦ ସୃଷ୍ଟି ହୋଇଛି । ଓୱେସୀଙ୍କ ସଂସଦର ସଦସ୍ୟତା ରଦ୍ଦ ପାଇଁ ଦାବି ଉଠୁଛି । ବରିଷ୍ଠ ଆଇନଜୀବୀ ହରି ଶଙ୍କର ଜୈନ ଏହା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଏବଂ ଓୱେସୀଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି ।

Related posts

ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱର

mahabharatanews

ରାହୁଲଙ୍କୁ ଟିକେଟ ମିଳିବା ପରେ ଏମିତି କହିଲେ ମୋଦି

mahabharatanews

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

mahabharatanews