ଓଡିଶାରାଜନୀତି

ଓଡ଼ିଶାରେ ଖୋଲିବ ୨ଶହ ଗୋଶାଳା

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ୨ଶହ ଗୋଶାଳା । ଏନେଇ ସୂଚନା ଦେଲେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାସ୍ତାରେ ଦୁର୍ଘଟଣାରେ ଆହାତ ହୋଇଥିବା ପଶୁମାନଙ୍କ ଚିକିତ୍ସା ପାଇଁ ଖୋଲାଯିବ ଭାମ୍ୟମାଣ ଚିକିତ୍ସାଳୟ । ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଗୋଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Related posts

ବନ୍ୟା ଆଶଙ୍କା : ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews

ଚଢେଇ ପାହାଡ଼ିରେ ମାଣ୍ଡିଆର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

mahabharatanews

ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

mahabharatanews