ଓଡିଶା

ମହରମରେ ହେବ ନାହିଁ ଶୋଭାଯାତ୍ରା, ସମ୍ୱଲପୁରରେ ଲାଗିଲା କଟକଣା

ସମ୍ବଲପୁର: ଚଳିତବର୍ଷ ମହରମରେ ହେବ ନାହିଁ ଶୋଭାଯାତ୍ରା । ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ୱଲପୁରରେ ଲାଗିଲା କଟକଣା । ନିଜ ନିଜ ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ । ଉତରାଞ୍ଚଳ ଆଇଜିଙ୍କ ମହରମ କମିଟି, ହିନ୍ଦୁ ପକ୍ଷ , ମୁସଲିମ ପକ୍ଷଙ୍କୁ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । କଟକଣା ବର୍ଷେ ଯାଏଁ ଲାଗିଥିବାରୁ ଏହି ଅବଧି ସରିନାହିଁ । ଫଳରେ ନିଜ ନିଜ ପଡାରେ ମହରମ ପାଳିବା ନେଇ ସୂଚନା ଦେଇଛନ୍ତି ଉତରାଂଚଳ ଆଇଜି ହିମାଂଶୁଲାଲ । ଗତକାଲି କଟଣା ହଟିଥିବା ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା । ତେବେ  ପୁଣି ପୁର୍ନବିଚାର କରାଯାଇ କଟକଣା ପୁଣି ବଳବତର ରହିଛି ।

Related posts

ଦୁଇଟି ନୂଆ ସ୍ଥାନରୁ ଉଡିବ ବିମାନ

mahabharatanews

ସାଲେପୁର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍ୟାପିତ

mahabharatanews

ଆଜି ୨୪ ଘଣ୍ଟାରେ ୮୩,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

mahabharatanews