ଓଡିଶା

ବଣାଇରେ ୪ ଘରୁ ସିରିଜ ଲୁଟ୍

ସୁନ୍ଦରଗଡ଼: ଲୁଟେରାଙ୍କ ସିରିଜ ଲୁଟ୍ ।  କଲୋନୀରେ ପଶି ୪ଟି ଘରୁ ଲୁଟିନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ଦରେଇକଳା ଗେଷ୍ଟହାଉସ୍‌ କଲୋନୀରେ ଚୋରି ଅଭିଯୋଗ ଆସିଛି। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ହୋଇଛି ସିରିଜ ଚୋରି । ଘରର କବାଟ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌ କରି ଲୁଟେରା ଫେରାର ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ଆଜି ରାଜଧାନୀରୁ ୭ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews

ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଯାପିତ

mahabharatanews

ଜିତୁଙ୍କ ‘ବଲ୍ଲେ ବଲ୍ଲେ ଢ଼ାବା’ରେ ଲାଗିଲା ଲଟକା

mahabharatanews