ଓଡିଶା

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା

ଯାଜପୁର: ଅଡୁଆରେ ବବି ଦାସଙ୍କ ଭାଇ । ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଏତଲା ହୋଇଛି । ଯାଜପୁର ଥାନାରେ ଏତଲା କଲେ ଜଣେ ବ୍ୟବସାୟୀ । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ ମାରିବା ଅଭିଯୋଗ ମାଡ ମାରି ଟଙ୍କା ଛଡାଇ ଦେଇଥିବା ଏତଲାରେ ଦର୍ଶାଇଲେ । ୧୧୫(୨), ୨୯୬, ୩ (୫), ୩୦୩(୨), ୩୨୪ (୪ )ରେ ମାମଲା ରୁଜୁ ହୋଇଛି ।

Related posts

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews

କରୋନା ସଂକ୍ରମଣ ସଚେତନତା ରାଲି

mahabharatanews

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews