ଓଡିଶା

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା

ଯାଜପୁର: ଅଡୁଆରେ ବବି ଦାସଙ୍କ ଭାଇ । ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଏତଲା ହୋଇଛି । ଯାଜପୁର ଥାନାରେ ଏତଲା କଲେ ଜଣେ ବ୍ୟବସାୟୀ । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ ମାରିବା ଅଭିଯୋଗ ମାଡ ମାରି ଟଙ୍କା ଛଡାଇ ଦେଇଥିବା ଏତଲାରେ ଦର୍ଶାଇଲେ । ୧୧୫(୨), ୨୯୬, ୩ (୫), ୩୦୩(୨), ୩୨୪ (୪ )ରେ ମାମଲା ରୁଜୁ ହୋଇଛି ।

Related posts

ଲିଙ୍ଗରାଜଙ୍କ ନିକଟରେ ଲାଗି ହେଲା ଭୋଗ

mahabharatanews

୩୨୪ ନିମୟ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews