ଓଡିଶାବିଶେଷ

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

ବ୍ୟୁରୋ : ୨୦୨୪-୨୦୨୫ ରେ କମିଲା ଚାଷୀଙ୍କ ପଞ୍ଜିକରଣ ସଂଖ୍ୟା। ୨୦୨୩-୨୦୨୪ ରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୨୦୨୪-୨୦୨୫ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଏନେଇ ଗୃହରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ। ୨୦୨୪-୨୦୨୫ ବର୍ଷରେ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହ ବହୁଳ ପ୍ରଚାର ପ୍ରସାର କରାଯାଇଥିଲା । କିନ୍ତୁ କାହିଁକି ପଞ୍ଜିକରଣ କମିଲା ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା। ମନ୍ତ୍ରୀ କହିଛନ୍ତି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ।

Related posts

ପରଜଙ୍ଗରେ ‘ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା’ ସମାବେଶ ଅନୁଷ୍ଠିତ

mahabharatanews

‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

mahabharatanews

ଖଣି ପ୍ରକଳ୍ପ ବାତିଲ ଦାବିରେ ରାଜ୍ୟବ୍ୟାପି ପ୍ରତିବାଦ ଦିବସ

mahabharatanews