ଓଡିଶାପାଣିପାଗ

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ୨୪ ଘଣ୍ଟା ମଧ୍ୟରେ ୩ରୁ ୫ ଡିଗ୍ରି କମିବ ଦିନର ତାପମାତ୍ରା । ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କମିଟି ରହିପାରେ । କାଲିଠୁ ୯ ତାରିଖ ପର୍ୟ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ।୩ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।

Related posts

ଆସୁରକ୍ଷିତ ସରକାରୀ ବାବୁ, ବଢୁଛି ଆକ୍ରମଣ

mahabharatanews

ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ,ଡାକୋଟା ବିମାନର କରିବେ ପରିଦର୍ଶନ

mahabharatanews

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

mahabharatanews