ଓଡିଶାଶିକ୍ଷା

ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ସମସ୍ୟା

ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବ ସହିତ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାଁନ୍ତି ପରୀକ୍ଷାର୍ଥୀ । ଆଜି ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏଭଳି ବିଭ୍ରାଟ ଦେଖାଦେଇଛି । ପ୍ରଥମ ସିଟିଂ ଆରମ୍ଭ ହେବା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖା ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶାୟୀ । ତେବେ ଓଏସଏସଏସସି ଅଧ୍ୟକ୍ଷ କହିଛନ୍ତି ଯେ ସର୍ଭର ଡାଉନ ପାଇଁ ଏଭଳି ସମସ୍ୟା ଉପୁଜିଛି । ପରେ ସର୍ଭର ସମସ୍ୟା ଦୂର ହେବା ପରେ ପରୀକ୍ଷା କେନ୍ଦ୍ରକୁ ଆଶାୟୀ ମାନେ ଯାଇଥିବା ସୂଚନା ମିଳିଛି ।

Related posts

ଇନ୍ଦ୍ରଜିତ ସେନଗୁପ୍ତଙ୍କ ହୃଦଘାତରେ ଦେହାନ୍ତ

mahabharatanews

୨୩ କରୋନା ସଂକ୍ରମିତ ଦୁଇ ଶିକ୍ଷାନୁଷ୍ଠାନରୁ ଚିହ୍ନଟ

mahabharatanews

ସଜିଦକୁ ଅନୁଦାନ ମଞ୍ଜୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା

mahabharatanews