ଅପରାଧଓଡିଶା

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ । ତାଳଚେର ହାଣ୍ଡିଧୁଆ ଅଣ୍ଡର ପାସ ପାଖରେ ଥିବା ବଜରଙ୍ଗୀ ଜିମ୍ କୁ ଆସୁଥିବା ଘଣ୍ଟପଡା ପଞ୍ଚାୟତର ଦେବାଶିଷ ସାହୁଙ୍କୁ କିଛି ଦୃବୁର୍ତ୍ତ ଆକ୍ରମଣ କରିଛନ୍ତି । ତେବେ ଯାହା ସୂଚନା ରହିଛି ପୂର୍ବ  ଶତ୍ରୁତାକୁ ନେଇ ଯୋଜନା ବୋଧ ଭାବେ ସାତ ଆଠ ଜଣ ଯୁବକ ମୁହଁରେ ମାକ୍ସ ବାନ୍ଧି ଆସି ଖଣ୍ଡାରେ ହାଣିବା ସହ ସହ ଲୁହା ରଡ଼ ରେ ପିଟି ପିଟି ଫେରାର ହେଇ ଯାଇଛନ୍ତି l ଯୁବକ ଜଣଙ୍କୁ ଆହାତ ଅବସ୍ଥାରେ ତାଳଚେର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି ।

Related posts

ରାଜ୍ୟରେ ଲାଗି ରହିବ ବର୍ଷା

mahabharatanews

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

mahabharatanews