ଭାରତ

ଯଦି ହିନ୍ଦୁ ବଞ୍ଚିବେ ନାହିଁ ତେବେ ବିଶ୍ବ ବଞ୍ଚିବ ନାହିଁ- ମୋହନ ଭାଗବତ

ଆରଏସଏସ ମୁଖ୍ୟ ମୋହନ ଭାଗବତ ହିନ୍ଦୁ ଧର୍ମ ସମ୍ପର୍କରେ ଏକ ବଡ଼ ବୟାନ ଛନ୍ତି। ସେ କହିଛନ୍ତି ଯେ ଆମେ ସମାଜର ଏକ ମୌଳିକ ନେଟୱାର୍କ ସୃଷ୍ଟି କରିଛୁ, ଯାହା ଯୋଗୁଁ ହିନ୍ଦୁ ସମାଜ ବଞ୍ଚି ରହିବ ଯଦି ହିନ୍ଦୁ ବଞ୍ଚିବେ ନାହିଁ ତେବେ ବିଶ୍ବ ବଞ୍ଚିବ ନାହିଁ । ମଣିପୁର ଗସ୍ତରେ ଥିବା ଭାଗବତ ଶୁକ୍ରବାର କହିଥିଲେ, ‘ସମସ୍ତଙ୍କୁ ମସ୍ତଙ୍କୁ ପରିସ୍ଥିତି ବିଷୟରେ ବିଚାର କରିବାକୁ ପଡିବ । ପରିସ୍ଥିତି ଆସେ ଏବଂ ଯାଏ । ବିଶ୍ବର ସମସ୍ତ ଦେଶରେ ବିଭିନ୍ନ ପ୍ରକାରର ରର ପରିସ୍ଥିତି ଆସିଛି ଏବଂ ଯାଇଛି । କିଛି ଦେଶ ଏଥିରେ ନଷ୍ଟ ହୋଇଗଲା । ଦେଖନ୍ତୁ ଗ୍ରୀସ୍, ମିଶର ଏବଂ ରୋମ୍ ସମସ୍ତେ ସ୍ତେ ନଷ୍ଟ ହୋଇଗଲେ । ଆମ ବିଷୟରେ କିଛି ବିଶେଷ ଅଛି ଯେ ଆମର ଅସ୍ତିତ୍ବ ନଷ୍ଟ ହୁଏ ନାହିଁ।’

ମୋହନ ଭାଗବତ କହିଥିଲେ, “ଭାରତ ହେଉଛି ଏକ ଅମର ସମାଜ, ଏକ ଅମର ସଭ୍ୟତାର ନାମ । ଅନ୍ୟ ସମସ୍ତେ ଆସିଛନ୍ତି, ଚମକିଛନ୍ତି ଏବଂ ଚାଲିଯାଇଛନ୍ତି । ଆମେ ସେମାନଙ୍କର ଉତ୍ଥାନ ଏବଂ ପତନ ଦେଖୁଛୁ। ଆମେ ମେ ଆଜି ଏଠାରେ ଅଛୁ ଛୁ ଏବଂ ଅସ୍ତିତ୍ବ ଜାରି ରଖ୍ବୁ କାରଣ ଆମେ ଆମ ସମାଜର ମୌଳିକ ନେଟୱାର୍କ ନିର୍ମାଣ କରିଛୁ । ସେଥ‌ିପାଇଁ, ହିନ୍ଦୁ ସମାଜ ବଞ୍ଚି ରହିବ । ଯଦି ହିନ୍ଦୁ ରହିବେ ନାହିଁ, ତେବେ ବିଶ୍ବ ରହିବ ନାହିଁ । ସମୟ ସମୟରେ, ଏହା ହିନ୍ଦୁ ସମାଜ ହିଁ ବିଶ୍ବକୁ ଧର୍ମର ପ୍ରକୃତ ଅର୍ଥ ଏବଂ ମାର୍ଗଦର୍ଶନ ପ୍ରଦାନ କରେ।” ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୋଇନଥିଲା। କିନ୍ତୁ ସେମାନଙ୍କର ସୂର୍ଯ୍ୟାସ୍ତ ଭାରତରେ ଆରମ୍ଭ ହୋଇଥିଲା । ଆମେ ଏଥିପାଇଁ 90 1857 Q 9 1947 ପର୍ଯ୍ୟନ୍ତ ସ୍ବାଧୀନତା ପାଇଁ ଲଢ଼ିଥିଲୁ । ଆମେ କେବେ ସେହି ସ୍ବରକୁ ଦମନ ହେବାକୁ ଦେଇନାହୁଁ। ସମସ୍ୟାର ଅନ୍ତ ସମ୍ଭବ।

ମୋହନ ଭାଗବତ ଶୁକ୍ରବାର ଇମ୍ଫାଲରେ ଆଦିବାସୀ ନେତାମାନଙ୍କ ସହ ଏକ ବୈଠକ କରିଥିଲେ । ବୈଠକ ସମୟରେ ସେ ସାମାଜିକ ଏ ଏକତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ପୁନର୍ବାର କହିଥିଲେ ଯେ ଯେ ତାଙ୍କ ସଂଗଠନ  ସମାଜକୁ ସୁଦୃଢ଼ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ । ଭାଗବତ କହିଥିଲେ, “ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାହା ବିରୁଦ୍ଧରେ ନୁହେଁ । ଏହା ସମାଜକୁ ନଷ୍ଟ କରିବା ପାଇଁ ନୁହେଁ, ବରଂ ଏହାକୁ ସମୃଦ୍ଧ କରିବା ପାଇଁ ଗଠିତ ହୋଇଥିଲା।

Related posts

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମାନହାନି ମାମଲା 

mahabharatanews