ଓଡିଶା

ହ୍ୟୁମାନ ସାଗରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ସହ କ୍ୟାଣ୍ଡେଲ ଯାତ୍ରା

କଲାକାର ଜଗତରେ ନିଜ କଣ୍ଠସ୍ୱର ଏତେ ସୁନ୍ଦର ଭାବରେ ସଂଗୀତ ଜଗତରେ ନିଜ ନାଁ ରଖିଥିଲେ । ଆଜି ମଧ୍ୟ୍ୟ ଓଡିଶାବାସି ଝୁରି ହେଉଛନ୍ତି । କାହିଁକିନା ହ୍ୟୁମାନ ସାଗରଙ୍କ ତାଙ୍କ ଗୀତ ସାରା ଓଡିଶା ଘରେ ଘରେ ଶୁଣାଯାଉଛି । ହେଲେ ହ୍ୟୁମାନ ସାଗର ଅଫେରା ରାଇଜରେ ଚାଲି ଯାଇଛନ୍ତି । ସେ ଆଉ କେବେ ମଧ୍ୟ୍ୟ ସଂଗୀତ ଦୁନିଆରେ ଫେରିବେ ନାହିଁ । ହ୍ୟୁମାନ ସାଗରଙ୍କ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନରେ ତହସିର ଗ୍ରାମର ୟୁଥ ଏସୋସିଆନର ସମସ୍ତ କର୍ମକର୍ତ୍ତା ସହ ମହିଳା ଏକତ୍ରିତ ହୋଇ ହ୍ୟୁମାନ ସାଗରଙ୍କ ଜନ୍ମଦିନରେ ତାଙ୍କ ଅମର ଆତ୍ମାର ସତଗତି ପାଇଁ କ୍ୟାଣ୍ଡେଲ ଯାତ୍ରା ଆରମ୍ଭ କରି ଗାଁ ପରିକ୍ରମା କରିଥିଲେ ଓ ହ୍ୟୁମାନ ସାଗରଙ୍କ ଅମର ଆତ୍ମା ପାଇଁ ପ୍ରାଥନା କରିଥିଲେ ।

Related posts

ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି

mahabharatanews

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

mahabharatanews

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews