ଓଡିଶାଶିକ୍ଷା

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।

07-11-2024-LIVE STREAMING-COURT OF HON'BLE MR. JUSTICE S.K.SAHOO & HON'BLE  MR. JUSTICE V. NARASINGH - YouTube

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି  ବିଜେଡି ଦଳ ନେତା ଅରୁଣ ସାହୁ । ​​​​​​​ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ କୋର୍ଟକୁ ଯାଏ, କୋର୍ଟରେ ମଧ୍ୟ ଷ୍ଟେ ହୁଏ । ସରକାର ତାଙ୍କ ପକ୍ଷ ରଖିବେ । ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ସର୍ବମାନ୍ୟ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି ଯେ, ହାଇକୋର୍ଟ ଭାବି ଚିନ୍ତି ନିଷ୍ପତ୍ତି କରିଥିବେ । ବିଧାୟକଙ୍କ ଉପରେ ଚାପ ପଡ଼ୁଥିଲା । ଯେଉଁମାନେ ଯୋଗ୍ୟ ସେମାନଙ୍କ ବଦଳି ହେଉଥିଲା । ହାଇକୋର୍ଟ ଭଲ ନିଷ୍ପତ୍ତି ନେଇଛନ୍ତି ।

Binding Nature Of Supreme Court of India

Related posts

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

mahabharatanews