ଓଡିଶାଶିକ୍ଷା

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୧୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।

07-11-2024-LIVE STREAMING-COURT OF HON'BLE MR. JUSTICE S.K.SAHOO & HON'BLE  MR. JUSTICE V. NARASINGH - YouTube

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି  ବିଜେଡି ଦଳ ନେତା ଅରୁଣ ସାହୁ । ​​​​​​​ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ କୋର୍ଟକୁ ଯାଏ, କୋର୍ଟରେ ମଧ୍ୟ ଷ୍ଟେ ହୁଏ । ସରକାର ତାଙ୍କ ପକ୍ଷ ରଖିବେ । ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ସର୍ବମାନ୍ୟ । ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି ଯେ, ହାଇକୋର୍ଟ ଭାବି ଚିନ୍ତି ନିଷ୍ପତ୍ତି କରିଥିବେ । ବିଧାୟକଙ୍କ ଉପରେ ଚାପ ପଡ଼ୁଥିଲା । ଯେଉଁମାନେ ଯୋଗ୍ୟ ସେମାନଙ୍କ ବଦଳି ହେଉଥିଲା । ହାଇକୋର୍ଟ ଭଲ ନିଷ୍ପତ୍ତି ନେଇଛନ୍ତି ।

Binding Nature Of Supreme Court of India

Related posts

ରାଜଧାନୀରେ ଗାଈଗୋରୁ ଛାଡିଲେ ମାଲିକଙ୍କୁ ଦଣ୍ଡ 

mahabharatanews

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

mahabharatanews

ଯୁଦ୍ଧ ପ୍ରଭାବରେ ବିଭିନ୍ନ ରାଜ୍ୟକୁ ଘାରିଛି ଚିନ୍ତା । ସରକାର ନେଲେ ନିଷ୍ପତ୍ତି ପୁଣି ମିଳିବ କିରୋସିନି ।

mahabharatanews